ଓଲଟି ପଡିଲା ଯାତ୍ରା ଟ୍ରକ

0 613

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୋଡ଼ାରୁ ଯାତ୍ରା ସାରି ଫେରୁଥିବା ସମୟରେ ବାଣେଶ୍ୱରୀ ଗଣନାଟ୍ୟର ଏକ ଟ୍ରକ୍‌ ଭାରସାମ୍ୟ ହରାଇ କେନ୍ଦୁଝର ଜିଲ୍ଲା ବାମେବାରୀର କଳାମାଟି ଶିବ ମନ୍ଦିର ନିକଟରେ ଓଲଟି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ସାତ ଜଣ ଆହତ ହେବାସହ ଯାତ୍ରାରେ ବ୍ୟବହୃତ ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଝୁମ୍ପୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Loading...

Leave A Reply

Your email address will not be published.