ଝୁଲନ୍ତା ଅବସ୍ଥାରେ ଘରୁ ମିଳିଲା ଏସିପିଙ୍କ ପୁଅଙ୍କ ମୃତଦେହ

0 913

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କମିଶନରେଟ ପୋଲିସ ର ସ୍ପେଶାଲ ସ୍ୱାଡ଼ ର ମୁଖ୍ୟ ଭାବେ କାର୍ଯ୍ୟରତ ଏସିପି ସଞ୍ଜୀବ ଶତପଥୀ ଙ୍କ ନାବାଳକ ପୁଅର ମୃତଦେହ ମିଳିଛି ।

ସୂଚନା ଅନୁଯାୟୀ, ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅ ଆୟଶୂ ଶତପଥୀ ସପ୍ତମ ଶ୍ରେଣୀ ରେ ଏକ ଘରୋଇ ସ୍କୁଲ ରେ ପଢ଼ୁଥିଲା । ଗତକାଲି ବିଳମ୍ବିତ ରାତିରେ ସରକାରୀ ବାସଭବନରେ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଅନୁସନ୍ଧାନ ଜାରୀରଖିଛି ।

Leave A Reply

Your email address will not be published.